ପ୍ରବଳ ବର୍ଷାରେ ବେହାଲ୍ ଆଇଟି ସହର ବେଙ୍ଗାଲୁରୁ

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ପ୍ରବଳ ବର୍ଷା ଲାଗି ଜନଜୀବନ ଅସ୍ତବ୍ୟସ୍ତ ହୋଇଉଠିଛି। ବେଙ୍ଗାଲୁରୁ ମହାନଗର ପାଳିକା ୨୪ ଘଣ୍ଟିଆ ହେଲ୍ପଲାଇନ ନମ୍ୱର ସହ ୱାଟସଅପ ନମ୍ୱର ଜାରି କରିଛି।…