ରାଜନୀତିରୁ ସନ୍ୟାସ ନେବେ ମହାରାଷ୍ଟ୍ର ରାଜ୍ୟପାଳ!

ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀ ରାଜନୀତିରୁ ସନ୍ୟାସ ନେବାକୁ ଚାହୁଁଛନ୍ତି। ଏସମ୍ପର୍କରେ ସେ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖି ଜଣାଇବା ସହ ସମସ୍ତ ରାଜନୈତିକ ଦାୟିତ୍ବରୁ…