ବିଦର୍ଭ: ୩ ଦିନରେ ୯ ଚାଷୀଙ୍କ ଆତ୍ମହତ୍ୟା

ମୁମ୍ବାଇ: ମହାରାଷ୍ଟ୍ରର ବିଦର୍ଭରେ ଚାଷୀ ଆତ୍ମହତ୍ୟା ଉଦବେଗଜନକ ସ୍ଥିତିରେ ପହଞ୍ଚିଛି। ତିନି ଦିନରେ ୯ ଜଣ ଚାଷୀ ଆତ୍ମହତ୍ୟା କଲେଣି। ବିଦର୍ଭ ଜନ ଆନ୍ଦୋଳନ ସମିତି (ବିଜେଏସ)…