ନଭେମ୍ବର ୩ରେ ୬ ରାଜ୍ୟର ୭ ସିଟରେ ହେବ ଉପନିର୍ବାଚନ

ନୂଆଦିଲ୍ଲୀ: ୬ଟି ରାଜ୍ୟର ୭ଟି ବିଧାନସଭା ସିଟରେ ୩ ନଭେମ୍ବରକୁ ହେବ ଉପନିର୍ବାଚନ ଓ ୬ ନଭେମ୍ବରକୁ ପ୍ରକାଶ ପାଇବ ଫଳ। ମହାରାଷ୍ଟ୍ର, ବିହାର, ହରିଆଣା, ତେଲେଙ୍ଗାନା,…