ପାଳିତ ହେଲା ଗଣକବି ବୈଷ୍ଣବ ପାଣିଙ୍କ ୧୪୨ତମ ଜନ୍ମ ଜୟନ୍ତୀ

ଗୀତିନାଟ୍ୟ ମାଧ୍ୟମରେ ସମାଜର ନିଚ୍ଛକ ଛବିକୁ ଆଙ୍କି ପାରିଥିଲେ ଗଣକବି ବୈଷ୍ଣବ ପାଣି lମାତ୍ର ଏକୋଇଶ ବର୍ଷ ବୟସରେ ସେ ସାହିତ୍ୟ ଜଗତରେ ପାଦ ଥାପିଥିଲେ l …