ବିଜେଡିର ପର୍ଯ୍ୟବେକ୍ଷକ ଘୋଷଣା, ବାଦ ପଡିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ବିଜେଡି ପକ୍ଷରୁ ୩୦ ଜିଲ୍ଲାର ପର୍ଯ୍ୟବେକ୍ଷକଙ୍କ ନାମ ଘୋଷଣା ହୋଇଛି। ଅରୁଣ ସାହୁଙ୍କୁ ଜଗତସିଂହପୁର, ଟୁକୁନି ସାହୁଙ୍କୁ ନୂଆପଡ଼ା ଓ ରୋହିତ ପୂଜାରୀଙ୍କୁ ସୁବର୍ଣ୍ଣପୁର ଜିଲ୍ଲା…