ବିବାଦୀୟ ବୟାନ- ଭୁଲ୍ ମାଗିଲେ ମନ୍ତ୍ରୀ

ବିବାଦୀୟ ବୟାନ ଦେଇ ଚାରିଆଡ଼ୁ ସମାଲୋଚିତ ପରେ ଶେଷରେ ଭୁଲ୍ ମାଗିଲେ ମନ୍ତ୍ରୀ ବିଜୟ ଶାହା। ମଧ୍ୟପ୍ରଦେଶର ମନ୍ତ୍ରୀ ବିଜୟ ଶାହା କର୍ଣ୍ଣେଲ ସୋଫିଆ କ୍ୟୁରେସିଙ୍କୁ ନେଇ…