ମହିଳାଙ୍କୁ ବିଜେପି ବିଧାୟକଙ୍କ ଦୁର୍ବ୍ୟବହାର: ଭିଡିଓ ଭାଇରାଲ

ବେଙ୍ଗାଲୁର: କର୍ଣ୍ଣାଟକର ବିଜେପି ବିଧାୟକ ବରବିନ୍ଦ ଲିମ୍ବାବଳୀଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଛି।  ଜଣେ ମହିଳାଙ୍କୁ ଧମକାଇବା ଦେଖିବାକୁ ମିଳୁଛି ଭିଡିଓରେ।…