ରଣକ୍ଷେତ୍ର ପାଲଟିଲା ଲୋୟର ପିଏମଜି

() ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପ୍ରତିବାଦରେ ହୋଇଥିବା ଆନ୍ଦୋଳନରେ ହିଂସା। ଲୋୟର ପିଏମଜି ପାଲଟିଲା ରଣକ୍ଷେତ୍ର। ଲାଠି ମାଡ଼, ପୁଲିସ ଉପରକୁ ଆକ୍ରମଣ, ଢେଲା ପଥର ମାଡ଼ ସହ…