ଦିଲ୍ଲୀ ବିମାନବନ୍ଦରରେ ଯାହା ହେଲା କଣ ସାଧନା: ବିଜେପି

ଭୁବନେଶ୍ୱର: ଦିଲ୍ଲୀ ବିମାନବନ୍ଦରରେ କିଛି ବିଜେଡି ନେତା ମଦ ପିଇ ବିଶୃଙ୍ଖଳା ସୃଷ୍ଟି କରିବା ଅଭିଯୋଗ ଘଟଣାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି।…