ବିଜେପି ନବନିର୍ବାଚିତ ସାଂସଦଙ୍କୁ ଦିଲ୍ଲୀ ଡାକରା: ହୋଇପାରେ ବଡ଼ ନିଷ୍ପତ୍ତି

ବିଜେପି ନବନିର୍ବାଚିତ ସାଂସଦଙ୍କୁ ଦିଲ୍ଲୀ ଡାକରା। ଆସନ୍ତାକାଲି ଦିଲ୍ଲୀରେ ବସିବ ସାସଂଦୀୟ ବୈଠକ। ଦିଲ୍ଲୀ ଯାଇ ବିଜେପିର ଶୀର୍ଷ ନେତୃତ୍ୱଙ୍କୁ ଭେଟିବେ ନବନିର୍ବାଚିତ ସାଂସଦ। ସାଂସଦ ଭାବେ…