ସାବୁନ ଭିତରେ ବ୍ଲେଡ୍- କଞ୍ଜୁମର ଫୋରମରେ ଫେରାଦ୍

ସାବୁନ୍ ଲଗାଇ ଗାଧୋଇବା ବେଳେ ୧୦ ବର୍ଷର ପୁଅର ଗାଲ କଟିଗଲା। ଆଶ୍ଟର୍ଯ୍ୟ ହେଲେ ବି ସତ। ଗ୍ୱାଲିଅରରୁ ଆସିଛି ଏଭଳି ଅଭାବନୀୟ ଘଟଣା। କାରଣ ପୁଅ…