ବାଣ କାରଖାନାରେ ବିସ୍ଫୋରଣ: ୫ ମୃତ

ମଦୁରାଇ: ତାମିଲନାଡୁର ମଦୁରାଇର ବାଣଫ୍ୟାକ୍ଟ୍ରିରେ  ବିସ୍ଫୋରଣ। ବିସ୍ଫୋରଣରେ ଅନ୍ୟୁନ ୫ ଜଣଙ୍କ ମୃତ୍ୟୁ ନେଇ ସୂଚନା। ମଦୁରାଇର ଉସିଲାମ୍ବତ୍ତିରେ ଥିବା ଏକ ଘରୋଇ ବାଣ କାରଖାନାରେ ଗୁରୁବାର…