ଦୃଷ୍ଟିହୀନ ବ୍ୟକ୍ତିଙ୍କ ଧାରଣା

ଭୁବନେଶ୍ୱର: ଭୁବନେଶ୍ୱର ବିଏମସି ସମ୍ମୁଖରେ ସରକାରଙ୍କ ଦ୍ୱାରା ନିଜ ଜୀବିକା ହରାଇଥିବା ଦୃଷ୍ଟିହୀନ ବ୍ୟକ୍ତିମାନେ ଧାରଣା ଦେଇଛନ୍ତି l ବିଏମସି ପକ୍ଷରୁ ସ୍ଥାୟୀ ବନ୍ଦୋବସ୍ତ ଦାବି କରିଛନ୍ତି…