ଦୃଷ୍ଟିହୀନ ବ୍ୟକ୍ତିଙ୍କ ଧାରଣା

Spread the love

ଭୁବନେଶ୍ୱର: ଭୁବନେଶ୍ୱର ବିଏମସି ସମ୍ମୁଖରେ ସରକାରଙ୍କ ଦ୍ୱାରା ନିଜ ଜୀବିକା ହରାଇଥିବା ଦୃଷ୍ଟିହୀନ ବ୍ୟକ୍ତିମାନେ ଧାରଣା ଦେଇଛନ୍ତି l ବିଏମସି ପକ୍ଷରୁ ସ୍ଥାୟୀ ବନ୍ଦୋବସ୍ତ ଦାବି କରିଛନ୍ତି । ଗତକାଲି ମଧ୍ୟ ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା। ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ସଭାପତି ବାବୁ ସିଂ  ଭେଟିଛନ୍ତି ।

Leave a Reply

Your email address will not be published. Required fields are marked *