ଗଡକରୀ, ଶିବରାଜ ବିଜେପି ସଂସଦୀୟ ବୋର୍ଡରୁ ଆଉଟ

ନୂଆଦିଲ୍ଲୀ: ବିଜେପିର ସଂସଦୀୟ ବୋର୍ଡରେ ବଡ ଧରଣର ପରିବର୍ତ୍ତନ। କେନ୍ଦ୍ର ମନ୍ତ୍ରୀ ନୀତିତ ଗଡକରୀ ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନଙ୍କୁ ସଂସଦୀୟ ବୋର୍ଡରୁ ହଟାଇ ଦିଆଯାଇଛି।…