ତିନି ମହଲା କୋଠା ଭୁଶୁଡି ୩ ମୃତ

ଅମରାବତୀ: ଆନ୍ଧ୍ରପ୍ରଦେଶର ବିଶାଖାପଟ୍ଟନରେ ଏକ ତିନି ମହଲା କୋଠା ଅପଣା ଛାଏଁ ଭୁଶୁଡି ପଡିବାରୁ ତିନି ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଦୁଇ ଶିଶୁ ରହିଛନ୍ତି।…