ଦୁଇ ମୁସଲମାନ ଯୁବକଙ୍କୁ ଜୀବନ୍ତ ଦଗ୍ଧ ମାମଲାରେ ନୂଆ ମୋଡ

ଚଣ୍ଡିଗଡ: ହରିଆଣାରେ ଦୁଇ ମୁସଲମାନ ଯୁବକଙ୍କୁ ଜୀବନ୍ତ ଜଳାଇବା ଘଟଣାରେ ନୂଆ ମୋଡ। ପରିବାର ବର୍ଗଙ୍କ ଅଭିଯୋଗ କି,ପୁଲିସ ଓ ବଜରଙ୍ଗ ଦଳ ଉଭୟଙ୍କୁ ଜୀବନ୍ତ ଜଳାଇଦେଇଛନ୍ତି।…