ଏକନାଥ ମନ୍ତ୍ରୀମଣ୍ଡଳରେ ଜଣେ ବି ମହିଳାଙ୍କୁ ମିଳିନି ସ୍ଥାନ

ମୁମ୍ବାଇ: ମଙ୍ଗଳବାର ଦିନ ଏକନାଥ ସିନ୍ଧେ ଙ୍କ କ୍ୟାବିନେଟର କଳେବର ବୃଦ୍ଧି ହୋଇଛି । ମନ୍ତ୍ରୀ ମଣ୍ଡଳରେ ମଙ୍ଗଳବାର ଦିନ ୧୮ ମନ୍ତ୍ରୀଙ୍କୁ ସାମିଲ କରାଯାଇଛି ।…