ରାଜଧାନୀରେ ଲପଲବ୍ଧ ହେବ କର୍କଟ ସମ୍ପର୍କିତ ପରାମର୍ଶ

ଭୁବନେଶ୍ବର: ପୁରୁଣା ଭୁବନେଶ୍ୱର ସ୍ଥିତ ମହାନଗର ନିଗମ ଚିକିତ୍ସାଳୟରେ ଉପଲବ୍ଧ ହେବ କର୍କଟ ରୋଗ ସମ୍ପର୍କିତ ଡାକ୍ତରୀ ପରାମର୍ଶ। ଏହି ସେବା ପ୍ରତ୍ୟେକ ସପ୍ତାହର ମଙ୍ଗଳବାର ଗୋଟିଏ…