ଡିଜିଏମଓ ସ୍ତରୀୟ ଆଲୋଚନା ଆଗରୁ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଉଚ୍ଚସ୍ତରୀୟ ବୈଠକ

ଅଢ଼େଇଟାରେ ଡିଜିଏମଓ ସ୍ତରୀୟ ଆଲୋଚନା ଅଛି। ଭାରତ-ପାକିସ୍ତାନ ଭିତରେ ଯୁଦ୍ଧ ବିରତିକୁ ନେଇ ଗୁରୁତ୍ୱପୂର୍ଣ୍ଣ କଥାବାର୍ତ୍ତା ଅଛି। ଡିଜିଏମଓ ବା ମିଲିଟାରୀ ଅପରେସନ ମହାନିର୍ଦେଶକଙ୍କ ଭିତରେ ଏହା…