ମୁହାଁମୁହିଁ ଚୀନ ଆମେରିକା

() ଚୀନ ରାଷ୍ଟ୍ରପତି ସି ଜନପିଙ୍ଗଙ୍କ ମହତ୍ବାକାଂକ୍ଷା ପୂରଣ ଦିଗରେ ଆଗଭର ସେନା। ନିଜର ବିସ୍ତାରବାଦ ମନସା ପୂରଣ କରିବାକୁ ତାଇବାନକୁ ଚାରିଆଡୁ ଚୀନ ସେନାର ଘେରାବନ୍ଦୀ।…