ତେଲ ଟ୍ୟାଙ୍କର ସଫା ବେଳେ ୭ ଶ୍ରମିକଙ୍କ ମୃତ୍ୟୁ

ବିଶାଖାପାଟନମ: ଆନ୍ଧ୍ରପ୍ରଦେଶର ରାଗମପେଟା ଗାଁରେ ଦୁଃଖଦ ଘଟଣା। ଏକ ଖାଦ୍ୟ ତେଲ ତିଆରି କମ୍ପାନୀରେ ତେଲ ଟ୍ୟାଙ୍କର ସଫା କରୁଥିବା ବେଳେ ୭ କର୍ମଚାରୀଙ୍କ ମୃତ୍ୟୁ। ସମସ୍ତ…