ଭାରତ ବାୟୋଟେକର ପ୍ରଥମ ନାଜାଲ କୋଭିଡ ଟୀକାର କ୍ଲିନିକାଲ ଟ୍ରାଏଲ ସଫଳ

ନୂଆଦିଲ୍ଲୀ: ଭାରତ ବାୟୋଟେକ ଦେଶର ପ୍ରଥମ ନାଜାଲ କୋଭିଡ ଟୀକା ବିବିଭି-୧୫୪ର ତୃତୀୟ ଚରଣ ପରୀକ୍ଷଣ ସଫଳତାର ସହ କରିବାରେ ସକ୍ଷମ ହୋଇଛି। ଏହାକୁ କରୋନା ବିରୋଧରେ…