ରେଳଲାଇନ ପାରି ବେଳେ ୬ ଶ୍ରଦ୍ଧାଳୁ ମୃତ

ଚୁନାର ଷ୍ଟେସନରେ ବଡ଼ ଅଘଟଣ। ହାଓଡ଼ା- କାଲକା ମେଲ ଟ୍ରେନ୍ ଧକ୍କାରେ ୬ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି। ରେଲଓ୍ୱେ ଟ୍ରାକ୍ ପାରି ବେଳେ ଏଭଳି ଦୁର୍ଘଟଣା ଘଟିଛି।…