ବାଣଫୁଟାକୁ ନେଇ ଭଡୋଦରାରେ ଦୁଇ ଗୋଷ୍ଠୀ ମୁହାଁମୁହିଁ

ଭଡୋଦରା: ଦୀପାବଳି ଅବସରରେ ଗୁଜୁରାଟର ଦୁଇ ଗୋଷ୍ଠୀ ମୁହାଁମୁହିଁ। ବାଣ ଫୁଟାଇବାକୁ ନେଇ ଗୁଜୁରାଟର ଭଡୋଦରାରେ ହୋଇଥିବା ସାମ୍ପ୍ରଦାୟିକ ସଂଘର୍ଷରେ ପୁଲିସ ମଙ୍ଗଳବାର ଦୁଇ ପକ୍ଷର ୧୯…