ମୁସଲିମ ପ୍ରଧାନଶିକ୍ଷକଙ୍କୁ ବଦଳି ଟାର୍ଗେଟ- ପିଲାଙ୍କ ପାଣିରେ ବିଷ ମିଶାଉଥିବା ୩ ଅଭିଯୁକ୍ତ ଗିରଫ

ସ୍କୁଲ ପ୍ରଧାନଶିକ୍ଷକ ମୁସଲିମ ସମ୍ପ୍ରଦାୟର। ତାଙ୍କୁ ସେଠାରୁ ବଦଳି କରିବାକୁ ପିଲାଙ୍କ ପାଣିରେ ବିଷ ଦେଇ ହୀନ ଚକ୍ରାନ୍ତ କରି ଧରାପଡ଼ିଗଲେ ୩ ଅଭିଯୁକ୍ତ। ଏଭଳି ଘଟଣା…