ପଦରୁ ହଟିଲେ ଗୋଆ ବିଧାନସଭା ବିରୋଧୀ ଦଳ ନେତା

ପାନାଜୀ: ମହାରାଷ୍ଟ୍ର ସ୍ଥିତି ଗୋଆରେ ସୃଷ୍ଟି ହେବା ଆଶଙ୍କା। ଗୋଆ କଂଗ୍ରେସର ୯ ବିଧାୟକ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଛି। ଗୋଆର ବିଧାନସଭାରେ…