ସଂରକ୍ଷଣକୁ ନେଇ ତାତିଲା ବିଜେଡି- ନାରୀ ସୁରକ୍ଷା ନେଇ ଘଣ୍ଟ ବାଡ଼େଇଲା କଂଗ୍ରେସ

ଗୃହ ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳରୁ ଆଜି ବି ପ୍ରଶ୍ନକାଳ ଚାଲିପାରିଲାନି। ଗୃହ କାର୍ଯ୍ୟ ଆରମ୍ଭମାତ୍ରେ ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ବିୟୋଗରେ ଗୃହରେ ଶୋକ…