ପୁଲୱାମା ଆକ୍ରମଣକୁ ସେଲିବ୍ରେଟ କରିଥିବା ଯୁବକଙ୍କୁ ୫ ବର୍ଷ ଜେଲଦଣ୍ଡାଦେଶ

ବେଙ୍ଗାଲୁରୁ: ପୁଲୱାମା ଆକ୍ରମଣକୁ ସୋସିଆଲ ମିଡିଆରେ ସେଲିବ୍ରେଟ କରିଥିବା ୨୦ ବର୍ଷର ଛାତ୍ରଙ୍କୁ ୫ ବର୍ଷର ଜେଲ ଦଣ୍ଡାଦେଶ। ବେଙ୍ଗାଲୁରୁର ଏକ ସ୍ବତନ୍ତ୍ର କୋର୍ଟ ଏହି ଦଣ୍ଡାଦେଶ…