ପାଳିତ ଝିଅକୁ ପିଟି ଅଡ଼ୁଆରେ ଡାକ୍ତର ଦମ୍ପତ୍ତି- ସିମଲାରୁ ସିସିଟିଭି ଭିଡ଼ିଓ ଭାଇରାଲ

ପାଳିତ ଝିଅକୁ ଅମାନୁଷିକ ମାଡ଼ ମାରିଲେ ଡାକ୍ତର ବାପା। ଆଉ ମାଆ ବି ସବୁ ନୀରବରେ ଦେଖୁଥିଲେ। ଚଣ୍ଡୀଗଡ଼ ପିଜିଆଇରେ ଡାକ୍ତର ଦମ୍ପତ୍ତିଙ୍କ ଏଭଳି ବର୍ବରତାର ଭିଡ଼ିଓ…