ସଡକ ଦୁର୍ଘଟଣାରେ ଚାଲିଗଲା ସାଇରସଙ୍କ ଜୀବନ

ମୁମ୍ବାଇ: ସଡକ ଦୁର୍ଘଟଣାରେ ସାଇରସ ମିସ୍ତ୍ରୀଙ୍କ ମୃତ୍ୟୁ। ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସଙ୍କ ୫୪ ବର୍ଷରେ ମୃତ୍ୟୁ ହୋଇଛି। ସେ ଅହମ୍ମଦାବାଦରୁ ମୁମ୍ବାଇ ଫେରୁଥିବା ବେଳେ…