ବୋତଲରୁ ପାଣି ପିଇବାରୁ ଦଳିତ ଛାତ୍ରଙ୍କୁ ମାଡ

ଲକ୍ଷ୍ନୌ: ବୋତଲରୁ ପାଣି ପିଇବାରୁ ଉତ୍ତର ପ୍ରଦେଶରେ ଜଣେ ଦଳିତ ଛାତ୍ରକୁ ସ୍କୁଲର ପ୍ରିନ୍ସିପାଲ ମାଡ ମାରିଥିବା ଅଭିଯୋଗ ହୋଇଛି। ରବିବାର ଦ୍ବାଦଶ ଶ୍ରେଣୀ ଛାତ୍ରଙ୍କ ପାଇଁ…