ଦିଲ୍ଲୀ କ୍ୟାପିଟାଲ୍ସର କ୍ୟାପଟେନ୍ ହେଲେ ଅକ୍ଷର ପଟେଲ୍

ଦିଲ୍ଲୀ କ୍ୟାପିଟାଲ୍ସର କ୍ୟାପଟେନ୍ ହେଲେ ଅକ୍ଷର ପଟେଲ୍। ଅନୁମାନ କରାଯାଉଥିଲା ଯେ, କେଏଲ ରାହୁଲଙ୍କୁ କ୍ୟାପଟେନ୍ କରାଯିବ। କାରଣ କେଏଲ ରାହୁଲଙ୍କୁ ଆଇପିଏଲ ୨୦୨୫ ପାଇଁ ଦିଲ୍ଲୀ…