ତାଲିମବିହୀନ ପାଇଲଟ୍ ଦ୍ଵାରା ବିମାନ ଅବତରଣ…୧୦ ଲକ୍ଷ ଟଙ୍କା ଜରିମାନା

ଯାତ୍ରୀଙ୍କ ଜୀବନ ସହିତ ଖେଳୁଛନ୍ତି ଏୟାରଲାଇନ୍ସ l ତାଲିମବିହୀନ ପାଇଲଟ୍ ଦ୍ଵାରା ବିମାନ ଅବତରଣ ପାଇଁ ଡିଜିସିଏ ଭିଷ୍ଟାରା ଏୟାରଲାଇନ୍ସ କୁ ୧୦ ଲକ୍ଷ ଟଙ୍କା ଜରିମାନା…