ଆଇନଗତ ଅଲଗା ହେଲେ ଚହଲ- ଧନଶ୍ରୀ

ଶେଷରେ ପରସ୍ପରଠୁ ଆଇନଗତ ଭାବେ ଅଲଗା ହେଲେ ୟୁଜଭେନ୍ଦ୍ର ଚହଲ ଓ ଧନଶ୍ରୀ ବର୍ମା। ବାନ୍ଦ୍ରା କୋର୍ଟ ଉଭୟଙ୍କ ଭିତରେ ଚାଲିଥିବା ଛାଡ଼ପତ୍ର ମାମଲାର ରାୟ ଶୁଣାଇଛନ୍ତି।…