ଧୋଲେରା ସ୍ମାର୍ଟସିଟି ନାଁରେ ୨୭ଶହ କୋଟିର ଚୂନ- ଦୁଇ ଭାଇ କିଙ୍ଗପିନ୍

ଦିଲ୍ଲୀ ଆକାରର ଦୁଇଗୁଣା। ସାଙ୍ଘାଇର ୬ ଗୁଣା। ମେଗା ସ୍ମାର୍ଟ ସିଟି ଧୋଲେରାକୁ ନେଇ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିଲା ବେଳେ ଏହା ଥିଲା ମୋଦିଙ୍କ ସ୍ୱପ୍ନ। ଧୋଲେରା…