ଖେଳ ସାଜିଲା କାଳ

କେନ୍ଦ୍ରାପଡ଼ା: ଖେଳୁଥିବା ବେଳେ ପୋଖରୀରେ ବୁଡି ଅକାଳରେ ଚାଲିଗଲା ୩ ଜୀବନ।ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ବିସ୍ଥାପିତ ଅଞ୍ଚଳ…