ମଦ୍ୟପ ଶିକ୍ଷକଙ୍କ ବହିଷ୍କାର ପାଇଁ ଜୋର ଧରୁଛି ଦାବି

ବୁଗୁଡା: ମଦ୍ୟପ ଶିକ୍ଷକଙ୍କୁ ବହିଷ୍କାର କରିବାକୁ ଗ୍ରାମବାସୀଙ୍କ ଦାବି। ମଦ୍ୟପ ଶିକ୍ଷକଙ୍କ ବ୍ୟବହାରରେ ଅତିଷ୍ଠ ଛାତ୍ରଛାତ୍ରୀ ଓ ଗ୍ରାମବାସୀ ତୁରନ୍ତ ତାଙ୍କୁ ବହିଷ୍କାର କରିବାକୁ ଦାବି କରିଛନ୍ତି।…