ବରେଲିରେ ବିବାହ ବିବାଦ- ନିଶାରେ କନ୍ୟା ବଦଳରେ ଅନ୍ୟ ଗଳାରେ ବରମାଳା- ବରକୁ ଚାପୁଡ଼ା-ଭାଙ୍ଗିଲା ବାହାଘର

ନିଶାରେ କନ୍ୟାର ସାଙ୍ଗ ଗଳାରେ ବରମାଳା- ବରକୁ ଚାପୁଡ଼ା- ଭାଙ୍ଗିଲା ବାହାଘର ନିଶାରେ ଚୁର୍ ବର କନ୍ୟା ବେକରେ ମାଳ ପିନ୍ଧାଇବ କଅଣ। ପାଲଟା କନ୍ୟାର ବେଷ୍ଟ…