ସିନ୍ଦେଙ୍କ ଜୀବନ ପ୍ରତି ବିପଦ

ମୁମ୍ବାଇ: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଜୀବନ ପ୍ରତି ରହିଛି ବିପଦ। ଗୁଇନ୍ଦା ସଂସ୍ଥା ପକ୍ଷରୁ ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ ଜୀବନ ପ୍ରତି ବିପଦ ରହିଥିବା ସୂଚନା ମିଳିଛି।…