ଇଲେକ୍ଟ୍ରୋରାଲ ବଣ୍ଡ: ତିନି ଭାଗରେ ହେବ ଶୁଣାଣି

ନୂଆଦିଲ୍ଲୀ: ନିର୍ବାଚନୀ ଚାନ୍ଦା ପାଇଁ ଇଲେକ୍ଟ୍ରୋରାଲ ବଣ୍ଡ ଯୋଜନା ଉପରେ ସୁପ୍ରିମକୋର୍ଟରେ ଦାୟର ହୋଇଥିବା ଯାଚିକା ସବୁକୁ କୋର୍ଟ ତିନି ଭାଗରେ ବିଭକ୍ତ କରିଛନ୍ତି। ଏହା ଉପରେ…