ଟ୍ବିଟର କିଣିବା ସହ ପରାଗଙ୍କୁ ବାହାର କଲେ ମସ୍କ

ନୂଆଦିଲ୍ଲୀ: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ସୋସିଆଲ ମିଡିଆ ଟ୍ବିଟରକୁ କିଣିଛନ୍ତି ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ। କୋର୍ଟଙ୍କ ତାଗିଦ ପରେ ୪୪ ବିଲିୟନ…