ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀ ମୃତ

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦନ୍ତାହାତୀର ମୃତ୍ୟୁ । ସମ୍ୱଲପୁର ସଦର ରେଞ୍ଜ ବସିଆପଡା ଗାଁର ଘଟଣା।  ଦନ୍ତାହାତୀ ପଶିଆସି ଘର ଭାଙ୍ଗିବା ସମୟରେ ବିଦ୍ୟୁତ ବଲର…