ବାଲିଯାତ୍ରା ପାଇଁ ଗଛକଟା: ଚିନ୍ତିତ ପରିବେଶବିତ୍

କଟକ: ଏଥର ଅନ୍ତର୍ଜାତୀୟ ସ୍ତରର ହେବ କଟକ ବାଲିଯାତ୍ରା। ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ବାଲିଯାତ୍ରାକୁ କରାଯିବ ଆକର୍ଷଣୀୟ। ସ୍ୱଚ୍ଛ ସବୁଜ ମେଳା ଲକ୍ଷ୍ୟ ନେଇ ପ୍ରଥମଥର ପାଇଁ…