ଭଡ଼ାରେ ସରକାରୀ କ୍ୱାର୍ଟର୍ସ- ମାଷ୍ଟରମାଇଣ୍ଡ କିଏ?

ଭଡ଼ାରେ ଲାଗିଥିଲା ସରକାରୀ କ୍ୱାର୍ଟର୍ସ। ରାଜଧାନୀରେ ସରକାରୀ କ୍ୱାର୍ଟର୍ସ ଜବରଦଖଲକୁ ନେଇ କଡ଼ା ପଦକ୍ଷେପ ନେଇଛି ପ୍ରଶାସନ। ଭୁବନେଶ୍ୱରରେ ୨ଶହରୁ ଅଧିକ ସରକାରୀ କ୍ୱାର୍ଟର୍ସକୁ ମାଡ଼ି ବସିଥିଲେ…