ନ୍ୟାୟରେ ପକ୍ଷପାତ ଓ ରାୟରେ କପିପେଷ୍ଟ: ଜଷ୍ଟିସ ଦୀପକ ମିଶ୍ରଙ୍କ ରାୟକୁ ରଦ୍ଦ କଲେ ସିଙ୍ଗାପୁର ସୁପ୍ରିମକୋର୍ଟ
ଅନ୍ତରାଷ୍ଟ୍ରୀୟ ମଧ୍ୟସ୍ଥତା ବା ଅର୍ବିଟ୍ରାଲ ଆଓ୍ୱାର୍ଡକୁ ରଦ୍ଦ କରିଦେଲେ ସିଙ୍ଗାପୁର ସୁପ୍ରିମକୋର୍ଟ। ଯାହାକୁ ଭାରତର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଚିସ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଟ୍ରିବ୍ୟୁନାଲ…