ହାଜତ ମୃତ୍ୟୁ: ପରିବାର ଆଣିଲେ ହତ୍ୟା ଅଭିଯୋଗ

ଯାଜପୁର:  ଯାଜପୁର ବଡ଼ଚଣା ଥାନା ଅଧୀନ ଧାନମଣ୍ଡଳ ଫାଣ୍ଡି ହାଜତରେ ଅଭିଯୁକ୍ତର ସନ୍ଦେହଜନକ ମୃତ୍ୟୁ  । ଘଟଣାକୁ ନେଇ ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ । …