ହସ୍ପିଟାଲରେ ନିଆଁ: ଜଳିଗଲେ ୧୦

ଭୋପାଲ: ମଧ୍ୟପ୍ରଦେଶର ଏକ ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ୧୦ ଜଣଙ୍କ ମୃତ୍ୟୁ ହୋଇଛି।  ଜବଲପୁର ଜିଲ୍ଲାର ଏକ ଘରୋଇ ହସ୍ପିଟାଲରେ ସୋମବାର ଦିନ ନିଆଁ ଲାଗିଯାଇଥିଲା।…