ମେକ୍ସିକୋ ଇମିଗ୍ରେସନ ଡିଟେନ୍ସନ ସେଣ୍ଟରରେ ଅଗ୍ନିକାଣ୍ଡ

ମେକ୍ସିକୋ ସିଟି: ମେକ୍ସିକୋରେ ଭୟଙ୍କର ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ୩୯ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଆମେରିକା ସୀମା ନିକଟବର୍ତ୍ତୀ ଉତ୍ତର ମେକ୍ସିକୋର ଏକ…